ରାଜଗାଙ୍ଗପୁର,୦୪/୯(ଡ଼ି.ଏଚ ବ୍ୟୁରୋ):-ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବନଖଣ୍ଡ ଅଧିନ ସୁନାଖାନ ଏବଂ ଶାଗରା ରେଳ ଷ୍ଟେସନ ମଝିରେ ହାତୀକୁ ଧକ୍କା ଦେଲା ଟ୍ରେନ l ଟ୍ରେନ ଧକ୍କାରେ ହାତୀ ଟି ଗୁରୁତର ଆହତ ହୋଇ ରେଳ ଧାରଣା ମଧ୍ୟରେ ପଡି ରହିଥିବାବେଳେ ରେଳବାଇ ପୁଲିସ ଏବଂ ଜଙ୍ଗଳ ବିଭାଗର ହାତୀଟିର ଉଦ୍ଧାର ବ୍ୟବସ୍ଥା ଜାରି । ଫଳରେ ରେଳ ଚଳାଚଳ ବାଧା ପ୍ରାପ୍ତ ହୋଇଛି।

















