ବୀରମିତ୍ରପୁର,(ଡ଼ି.ଏଚ ବ୍ୟୁରୋ):-ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଧିନ ଲାହାକୋଠି ଜାତୀୟ ରାଜପଥ ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ କେହି ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିବା ସୂଚନା । ଏବଂ ଘଟଣା ସ୍ଥଳରେ ବୀରମିତ୍ରପୁର ଥାନା ପୁଲିସ ତଦନ୍ତ ଜାରି ।

















