Thursday, September 24, 2026
ADVERTISEMENT
Home ଆଞ୍ଚଳିକ (ଭିସୁଟ)ରେ ପୁଣି ଜଣେ ଛାତ୍ରଙ୍କ ମୃତଦେହ ପାୱାର କେନାଲ ବ୍ରିଜ ତଳୁ ଉଦ୍ଧାର ହୋଇଛି।

(ଭିସୁଟ)ରେ ପୁଣି ଜଣେ ଛାତ୍ରଙ୍କ ମୃତଦେହ ପାୱାର କେନାଲ ବ୍ରିଜ ତଳୁ ଉଦ୍ଧାର ହୋଇଛି।

90
ADVERTISEMENT

ବୁର୍ଲା,(ଡ଼ି.ଏଚ ବ୍ୟୁରୋ):-ସମ୍ବଲପୁର ବୁର୍ଲା ବିର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ)ରେ ପୁଣି ଜଣେ ଛାତ୍ରଙ୍କ ମୃତଦେହ ପାୱାର କେନାଲ ବ୍ରିଜ ତଳୁ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ଯାଜପୁରର ଅଞ୍ଜନେୟ ଦାସ ହୋଇଥିବାବେଳେ ସେ ମେକାନିକାଲ ବିଭାଗର ଶେଷ ବର୍ଷର ଛାତ୍ର ଥିଲେ । ଘଟଣାସ୍ଥଳରେ ପୁଲିସ୍ ର ତଦନ୍ତ ଜାରି ଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

Advertisement