Wednesday, September 2, 2026
ADVERTISEMENT
Home ଆଞ୍ଚଳିକ ଦେଶୀମଦ ଭାଟିରେ ବ୍ୟାପକ ଭଙ୍ଗାରୁଜ୍ଜା କରିବା ସହ ପୋଡାଜଳା ।

ଦେଶୀମଦ ଭାଟିରେ ବ୍ୟାପକ ଭଙ୍ଗାରୁଜ୍ଜା କରିବା ସହ ପୋଡାଜଳା ।

87
ADVERTISEMENT

ହରିଚନ୍ଦନପୁର,୦୧/୯(ଡ଼ି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ୍ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଶହ ଶହ ମହିଳା ବାଉଁଶନଳୀସ୍ଥିତ ଏକ ସରକାରୀ ଦେଶୀ ମଦ ଭାଟିରେ ବ୍ୟାପକ ଭଙ୍ଗାରୁଜ୍ଜା କରିବା ସହ ପୋଡାଜଳା କରିଛନ୍ତି। ଏବଂ ରନ୍ଧ ମଦ ସାମଗ୍ରୀ ଗୁଡିକୁ ନଷ୍ଟ କରିଛନ୍ତି।

Advertisement