ବାଇକ୍ ଧକ୍କାରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ l

64
ADVERTISEMENT

ସୁନ୍ଦରଗଡ଼ ,୩୧/୮(ଡ଼ି.ଏଚ ବ୍ୟୁରୋ):-ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ କେନ୍ଦୁଡିହି ଛକ ନିକଟରେ ବାଇକ୍ ଧକ୍କାରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ l ଟ୍ରକ୍ ଛିଡ଼ାକରି ଟ୍ରକ୍ ଚାଳକ ପଛଚକ ଦେଖୁଥିବାବେଳେ ପଛପଟୁ ବାଇକ୍ ଧକ୍କା ଦେଇଥିଲା l ଫଳରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କରି ମୃତ୍ୟୁ ଘଟିଥିଲା। ମୃତ ଟ୍ରକ୍ ଚାଳକ ହେଲେ ଝାଡ଼ଖଣ୍ଡ ରାଜ୍ୟ ରାମଗଡ଼ ଜିଲ୍ଲାର ମହମ୍ମଦ ଅସଲାମ(୫୨)।

Advertisement