ଆଞ୍ଚଳିକରାଜ୍ୟ ଭୁବନେଶ୍ୱର ରେଳ ଷ୍ଟେସନ୍ ର ଟ୍ରେନ୍ ଟଏଲେଟ୍ରୁ ମିଳିଲା ମୃତଶରୀର । By Dunia Halchal - August 30, 2025 72 Share FacebookTwitterPinterestWhatsApp ADVERTISEMENT ଭୁବନେଶ୍ୱର,୩୦/୮(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱର ରେଳ ଷ୍ଟେସନ୍ ର ଟ୍ରେନ୍ ଟଏଲେଟ୍ରୁ ମିଳିଲା ମୃତଶରୀର । ସନ୍ଦେହ ଜନକ ଅବସ୍ଥାରେ ପୁରୁଷୋତ୍ତମ ଏକ୍ସପ୍ରେସ ଶୌଚାଳୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଏହାର କାରଣ ଖୋଜୁଛି ଜିଆର୍ପି ପୁଲିସ। Advertisement