ଗେଟ୍ ଭୁଶୁଡ଼ିବା ଘଟଣାରେ କଟକ ଜିଆରପି ଥାନା ରେଳବାଇର ନୋଟିସ୍ ଜାରି।

60
ADVERTISEMENT

କଟକ ୨୯/୮(ଡ଼ି.ଏଚ ବ୍ୟୁରୋ):-କଟକ ରେଳ ଷ୍ଟେସନରେ ୨ ନମ୍ବର ଗେଟ୍ ଭୁଶୁଡ଼ି ପଡ଼ିବା ଘଟଣାରେ କଟକ ଜି ଆର ପି ଥାନା ରେଳବାଇର ସିନିୟର ସେକ୍ସନ ଇଞ୍ଜିନିୟର ଏବଂ ନିର୍ମାଣ ଦାୟିତ୍ଵ ନେଇଥିବା ୟୁଆର୍ସିର ଜେନେରାଲ୍ ମ୍ୟାନେଜରଙ୍କୁ ନୋଟିସ୍ ଜାରି କରାଇଛି। ନୋଟିସ୍ ର ସନ୍ତୋଷଜନକ ଉତ୍ତର ନଦେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ| ବୋଲି ସୂଚନା ଦେଇଛନ୍ତି l

Advertisement