ଭୁବନେଶ୍ୱର,୨୯/୮(ଡ଼ି.ଏଚ ବ୍ୟୁରୋ):-ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁ ଗାଁରେ ବିଜେପି ସଂଗଠନକୁ ମଜବୁତ୍ କରିବା ସହ ତୃଣମୂଳ ସ୍ତରରେ ଦଳର ବଳ ବଢ଼ାଇବାକୁ ଜୋରଦାର୍ ଉଦ୍ୟମ ଚଳାଇଛ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କଳାହାଣ୍ଡି ଧର୍ମଗଡ଼ରେ ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି ୨୧ଜଣ ସମିତି ସଭ୍ୟ । ସେହିଭଳି ଅନେକ ସରପଞ୍ଚ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ।



















