ଆଞ୍ଚଳିକରାଜ୍ୟ ମେଡିକାଲ୍ ପରିସରର ଏକ ଗଛ ମୂଳରୁ ନବଜାତ ଶିଶୁ କନ୍ୟା ଉଦ୍ଧାର । By Dunia Halchal - August 25, 2025 85 Share FacebookTwitterPinterestWhatsApp ADVERTISEMENT ଭୁବନେଶ୍ୱର,୨୫/୮(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ବର ନଖରା ନିକଟସ୍ଥ ମହିଧରପଡ଼ା ମେଡିକାଲ୍ ପରିସରର ଏକ ଗଛ ମୂଳରୁ ନବଜାତ ଶିଶୁ କନ୍ୟା ଉଦ୍ଧାର । କିଏ ଏହି ଶିଶୁକନ୍ୟାକୁ ଛାଡି ଦେଇଯାଇଥିବା ଅନୁମାନ କରାଯାଉଥିବାବେଳେ ଶିଶୁ କନ୍ୟାକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର ପରେ ଶିଶୁଭବନ ସ୍ଥାନାନ୍ତର କରାଯାଇଛି । Advertisement