ଆଞ୍ଚଳିକସୁନ୍ଦରଗଡ଼ ଗଛରେ ପିଟି ହେଲା ପିକଅପ୍ ଗାଡ଼ି,ଜଣକର ମୃତ୍ୟୁ। By Dunia Halchal - August 25, 2025 61 Share FacebookTwitterPinterestWhatsApp ADVERTISEMENT ବଣାଇ,୨୫/୮(ଡ଼ି.ଏଚ ବ୍ୟୁରୋ):-ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ କେଲୋ ଛକରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ପିକଅପ୍ ଗାଡ଼ି। ଏଥିରେ ଜଣକର ମୃତ୍ୟୁ ଘଟିଥିବାବେଳ ୪୦ ଗୁରୁତର ହୋଇ ବଣାଇ ମେଡିକାଲରେ ଭର୍ତି । ସମସ୍ତ ବନ ବିଭାଗର ଚାରାରୋପଣ ପାଇଁ ପିକଅପ୍ ଗାଡ଼ିରେ ଯାଉଥିଲେ l Advertisement