ଆଞ୍ଚଳିକବରଗଡ଼ ଭିଜିଲାନ୍ସ ଜlଲରେ ବରଗଡ଼ ଜିଲ୍ଲା ବିଜେପୁର ଥାନା ଏସ୍ଆଇ ଜଗା ବରିହ l By Dunia Halchal - August 25, 2025 66 Share FacebookTwitterPinterestWhatsApp ADVERTISEMENT ବରଗଡ଼,୨୫/୮(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜlଲରେ ବରଗଡ଼ ଜିଲ୍ଲା ବିଜେପୁର ଥାନା ଏସ୍ଆଇ ଜଗା ବରିହ l ସେ ଜଣେ ଅଭିଯୋଗକାରୀଙ୍କ ଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଏବଂ ଅଭିଯୁକ୍ତ ଶ୍ରୀ ବରିହାଙ୍କ ଠାରୁ ୭,୦୦୦ ଲାଞ୍ଚ ଟଙ୍କା ଜବତ କରିଛନ୍ତି। Advertisement