ଆଞ୍ଚଳିକସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ୧୨ଟି ଫାଟକ ଖୋଲାଯାଇ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ । By Dunia Halchal - August 24, 2025 121 Share FacebookTwitterPinterestWhatsApp Screenshot ADVERTISEMENT ସମ୍ବଲପୁର,(ଡ଼ି.ଏଚ ବ୍ୟୁରୋ):-ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ୩ଟି ପର୍ଯ୍ୟାୟରେ ୧୨ଟି ଫାଟକ ଖୋଲାଯାଇ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ହେଉଛି । ଶନିବାର ରାତି ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୧.୩୩ ଫୁଟକୁ ପହଞ୍ଚିଥିଲା। Advertisement