Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ମହିଳାଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଦୁଇ ଏସଆଇ ନିଲମ୍ବିତ ।

ମହିଳାଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଦୁଇ ଏସଆଇ ନିଲମ୍ବିତ ।

137
ADVERTISEMENT

ଢେଙ୍କାନାଳ,(ଡ଼ି.ଏଚ ବ୍ୟୁରୋ):-ଢେଙ୍କାନାଳ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଜଣେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଏସପିଙ୍କ କାର୍ଯ୍ୟାଳୟରେ ଡିସିଓ ଦାୟିତ୍ଵରେ ଥିବା ଦୁଇ ଜଣ ଏସଆଇ ନିଲମ୍ବିତ ହୋଇଛନ୍ତି। ଏସପି ସୋନକର ଉଭୟ ଏସଆଇଙ୍କୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଉତ୍କଳ ବିଜୟ ମହାନ୍ତି ଏବଂ ରେସଲିନ ମିଞ୍ଜା।

Advertisement