ବ୍ରହ୍ମପୁରର ୟୁଟ୍ୟୁବ ବ୍ଲଗର ସାଗର କୁଣ୍ଡୁ ଜଳପ୍ରପାତରେ ଭାସିଯାଇ ନିଖୋଜ l

79
Screenshot
ADVERTISEMENT

ବ୍ରହ୍ମପୁର,(ଇ ରଞ୍ଜନ):-କୋରାପୁଟର ଡୁଡୁମା ଜଳପ୍ରପାତରେ ଭାସିଯାଇ ବ୍ରହ୍ମପୁରର ୟୁଟ୍ୟୁବ ବ୍ଲଗର ସାଗର କୁଣ୍ଡୁ ନିଖୋଜ l ଡୁଡୁମା ଜଳପ୍ରପାତ ଉପରେ ସେମାନେ ଡ୍ରୋନ ସାହାଯ୍ୟରେ ଭିଡିଓ ସୁଟିଂ କରୁଥିବାବେଳେ ଜଳପ୍ରପାତର ଜଳସ୍ତର ବଢ଼ିଯାଇଥିଲା l ତେବେ ସାଗର ଭାସି ଯାଇ ୫୫୦ ଫୁଟ ତଳକୁ ଖସି ପଡ଼ି ପ୍ରଖର ସ୍ରୋତରେ ନିଖୋଜ ହୋଇଯାଇଥିଲେ ।

Advertisement