ଭୁବନେଶ୍ୱର,୨୨/୮(ଡ଼ି.ଏଚ ବ୍ୟୁରୋ):-ମୁଖ୍ୟମନ୍ତ୍ରୀ ବସ୍ ସେବା ମାଧ୍ୟମରେ ପ୍ରଥମରୁ ଯୁକ୍ତ ୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ମାଗଣାରେ ଯିବା ଆସିବ କରିବେ ।ଏବଂ ଯିବା ଆସିବା ସମୟରେ ୟୁନିଫର୍ମ ଏବଂ ଆଇ-କାର୍ଡ ଦେଖାଇ ମାଗଣାରେ ଯାଇପାରିବେ ଛାତ୍ରଛାତ୍ରୀ । ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।



















