କଟକ,୨୨/୮(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ କଟକ ସିଡିଏମଓ ଅଫିସର ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କ କଟକ ଯୋବ୍ରାରେ ଥିବା ତିନି ମହଲାଘର, ସିଡିଏମଓ ଅଫିସ, କଟକ କିଶୋନଗର ପୈତୃକ ଘର, ଚୌଦ୍ଵାର ଘର ଓ କଟକ ଦେଉଳ ସାହିରେ ଥିବା ଶଶୁର ଘରେ ଚଢାଉ ଜାରି କରିଛି।



















