ଆଞ୍ଚଳିକଗଞ୍ଜାମ ବ୍ରହ୍ମପୁର ଭଞ୍ଜବିହାର କ୍ୟାମ୍ପସ୍ ପରିସରରେ ହିଂସା। By Dunia Halchal - August 21, 2025 104 Share FacebookTwitterPinterestWhatsApp ADVERTISEMENT ବ୍ରହ୍ମପୁର ,୨୧/୮(ଡ଼ି.ଏଚ ବ୍ୟୁରୋ):-ଛାତ୍ରସଂସଦ ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ଭଞ୍ଜବିହାର କ୍ୟାମ୍ପସ୍ ପରିସରରେ ହିଂସା। ଅଣଛାତ୍ରଙ୍କ ଆକ୍ରମଣରେ ଜଣେ ଛାତ୍ର ଲହୁଲୁହାଣ ହୋଇ ବ୍ରହ୍ମପୁର ସିଟି ହସ୍ପିଟାଲ୍ରେ ଭର୍ତ୍ତି ଥିବାବେଳେ ତାଙ୍କ ମୁଣ୍ଡ ଫାଟିବା ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। Advertisement