ବ୍ରହ୍ମପୁର,୨୧/୮(ଡ଼ି.ଏଚ ବ୍ୟୁରୋ):-ଗୋପାଳପୁର ନିଷ୍ଟ୍ ବିଶ୍ୱବିଦ୍ୟାଳୟରେ ରାଗିଂ ବିରୋଧୀ ସପ୍ତାହ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଳନ୍ଥରା ଆଇଆଇସି ତଥା ଡିଏସପି ବିବେକାନନ୍ଦ ସ୍ୱାଇଁ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଏକ ସୁରକ୍ଷିତ, ସମାବେଶୀ ଏବଂ ରାଗିଂମୁକ୍ତ କ୍ୟାମ୍ପସ ସଂସ୍କୃତି ଗଠନ ପାଇଁ ଉତ୍ସାହିତ କରିଥିଲା।

















