Wednesday, September 2, 2026
ADVERTISEMENT
Home ଆଞ୍ଚଳିକ ଆଜି ୧୨ ଘଣ୍ଟିଆ ମୁନିଗୁଡ଼ା ବନ୍ଦ ।

ଆଜି ୧୨ ଘଣ୍ଟିଆ ମୁନିଗୁଡ଼ା ବନ୍ଦ ।

78
ADVERTISEMENT

ରାୟଗଡା,୨୦/୮(ଡ଼ି.ଏଚ ବ୍ୟୁରୋ):-ଏନ୍.ଏ.ସି. ଘୋଷଣା ଦାବିରେ ଆଜି ୧୨ ଘଣ୍ଟିଆ ମୁନିଗୁଡ଼ା ବନ୍ଦ । ରାୟଗଡା ଜିଲ୍ଲା ମୁନିଗୁଡ଼ା ଏନ୍.ଏ.ସି. ତାଲିକାରୁ ବାଦ୍ ପଡ଼ିବା ପରେ ମୁନିଗୁଡ଼ା ବ୍ଲକର ବିଭିନ୍ନ ସଂଗଠନ, ବ୍ୟବସାୟୀ, ବୁଦ୍ଧିଜୀବୀମାନେ ଏକତ୍ରିତ ହୋଇ ୧୨ ଘଣ୍ଟିଆ ମୁନିଗୁଡ଼ା ବନ୍ଦ କରିଛନ୍ତି। ଫଳରେ ମୁନିଗୁଡ଼ାରୁ ଭବାନୀପାଟଣା, ଫୁଲବାଣୀ ଏବଂ ରାୟଗଡ଼ାକୁ ଗାଡ଼ି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିba ସହ ସମସ୍ତ ଦେକାନ ବଜାର ବନ୍ଦ ରହିଛି।

Advertisement