୪୦ କିଲୋ ଓଜନର ଗଞ୍ଜେଇ ଜବତ ସହ ଦୁଇଜଣ ଗଞ୍ଜେଇ ଚାଲାଣକାରୀ ଗିରଫ ।

67
ADVERTISEMENT

ଗୋଚ୍ଛାପଡା ,୧୯/୮(ଡ଼ି.ଏଚ ବ୍ୟୁରୋ):-କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରୁ ଏକ କାରରେ ଗଞ୍ଜେଇ ଚାଲାଣ ବେଳେ ଫିରିଙ୍ଗିଆ ପୁଲିସ୍ ପକ୍ଷରୁ ୪୦ କିଲୋ ଓଜନର ଗଞ୍ଜେଇ ଜବତ ସହ ଦୁଇଜଣ ଗଞ୍ଜେଇ ଚାଲାଣକାରୀ ଗିରଫ । ଗିରଫ ଅଭିଯୁକ୍ତମାନେ ଫୁଲବାଣୀ ସଦର ଥାନା ବିଶିପଡା ପଞ୍ଚାୟତ ଡୁମୁରୀଗୁଡାର ପଙ୍କଜ ପ୍ରଧାନ ଓ ଭଟାଲପଦରର ବିକ୍ରମ ମହାକୁଡ଼ ବୋଲି ସୂଚନା ।

Advertisement