ଆଜି କଟକ ଜିଲ୍ଲା ସାଲେପୁରରେ ବିଜେଡି ପକ୍ଷରୁ ୮ଘଣ୍ଟିଆ ବନ୍ଦ ପାଳନ ।

58
ADVERTISEMENT

ସାଲେପୁର,୧୯/୮(ଡ଼ି.ଏଚ ବ୍ୟୁରୋ):-ଆଜି କଟକ ଜିଲ୍ଲା ସାଲେପୁରରେ ବିଜେଡି ପକ୍ଷରୁ ୮ଘଣ୍ଟିଆ ବନ୍ଦ ପାଳନ । ସାଲେପୁରକୁ ଏନ.ଏସି ମାନ୍ୟତା ଦାବିରେ ବିଜେଡି ଏହି ବନ୍ଦ ଡାକରା ଦେଇଥିବାବେଳେ ସହରରେ ଦୋକାନ ବଜାର , ଗାଡି ଚଳାଚଳ ବନ୍ଦ ରହିଛି । ଫଳରେ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

Advertisement