ସମ୍ବଲପୁରରେ ହତ୍ୟା ଅଭିଯୁକ୍ତ ମହମ୍ମଦ ସାମଦ୍କୁ ପୁଲିସର ଏନ୍ କାଉଣ୍ଟର ।

54
ADVERTISEMENT

ସମ୍ବଲପୁର,୧୯/୮(ଡ଼ି.ଏଚ ବ୍ୟୁରୋ):-ସମ୍ବଲପୁରରେ ହତ୍ୟା ଅଭିଯୁକ୍ତ ମହମ୍ମଦ ସାମଦ୍କୁ ପୁଲିସର ଏନ୍ କାଉଣ୍ଟର । ସ୍ଥାନୀୟ ଧନୁପାଲି ଥାନା ଖଣ୍ଡୁଆଳଠାରେ ଅଭିଯୁକ୍ତକୁ ଏନ୍ କାଉଣ୍ଟର କରାଯାଇଥିବାବେଳେ ସେ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଭିମ୍ସାରରେ ଭର୍ତ୍ତି କରାଯାଇଛି ।ଏବଂ ସାମଦ ଜଣଙ୍କୁ ଛୁରି ଭୁଷି ହତ୍ୟା କରିଥିଲା ।

Advertisement