Wednesday, September 2, 2026
ADVERTISEMENT
Home ଆଞ୍ଚଳିକ ପାଇପ ବୋଝେଇ ଟ୍ରକ ମାଟି ଗଦାରେ ପିଟି ହେବା ଫଳରେ ଟ୍ରକ ଚାଳକଙ୍କ ମୃତ୍ୟୁ l

ପାଇପ ବୋଝେଇ ଟ୍ରକ ମାଟି ଗଦାରେ ପିଟି ହେବା ଫଳରେ ଟ୍ରକ ଚାଳକଙ୍କ ମୃତ୍ୟୁ l

129
ADVERTISEMENT

ନୟାଗଡ଼,୧୮/(ଡ଼ି.ଏଚ ବ୍ୟୁରୋ):-ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ପାଇପ ବୋଝେଇ ଟ୍ରକ ଓଭର ବ୍ରିଜ୍ ମାଟି ଗଦାରେ ପିଟି ହେବା ଫଳରେ ଟ୍ରକ ଚାଳକଙ୍କ ଚାପି ହୋଇ ମୃତ୍ୟୁ l ଓ ହେଲପର ସ୍ଥାନୀୟ ମେଡିକାଲରେ ଭତ୍ତି । ଉକ୍ତ ପାଇପ ବୋଝେଇ ଟ୍ରକଟି କଲିକତାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା।

Advertisement