ଆଞ୍ଚଳିକଗଞ୍ଜାମ ଛତ୍ରପୁର ଚମାଖଣ୍ଡି ଥାନା ଅନ୍ତର୍ଗତ ଆଦର୍ଶ ଗାଈ ଗୁହାଳରୁ ଡିଟୋନେଟର ଜବତ । By Dunia Halchal - August 17, 2025 57 Share FacebookTwitterPinterestWhatsApp ADVERTISEMENT ବ୍ରହ୍ମପୁର,୧୭/୮(ଡ଼ି.ଏଚ ବ୍ୟୁରୋ):-ଛତ୍ରପୁର ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଶିବ ମନ୍ଦିର ନିକଟ ଏକ ଆଦର୍ଶ ଗାଈ ଗୁହାଳରୁ ବିପୁଳ ପରିମାଣର ଡିଟୋନେଟର ଜବତ । ପ୍ରାୟ ୫ ଟନ ଓଜନର ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବାବେଳେ ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖିଛି। Advertisement