ଓଏସ୍ଆରଟିସି ବସ ସହ ଘରୋଇ ବସ୍ ର ମୁହାଁମୁହିଁ ଧକ୍କା ।

117
ADVERTISEMENT

ଶେରଗଡ଼,୧୭/୮(ଡ଼ି.ଏଚ ବ୍ୟୁରୋ):- ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଧନନ୍ତର ପଞ୍ଚାୟତ ସମ୍ମୁଖରେ ଓଏସ୍ଆରଟିସି ବସ ସହ ଘରୋଇ ବସ୍ର ମୁହାଁମୁହିଁ ଧକ୍କା । ଯେଉଁଥିରେ କିଛି ଯାତ୍ରୀ ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି ଥିବାବେଳେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisement