Thursday, September 3, 2026
ADVERTISEMENT
Home ଆଞ୍ଚଳିକ ୮୩ କେଜି ଓଜନର ଗଞ୍ଜେଇ ସହ ଦୁଇ ଗଞ୍ଜେଇ ଚାଲାଣକାରୀ ଗିରଫ ।

୮୩ କେଜି ଓଜନର ଗଞ୍ଜେଇ ସହ ଦୁଇ ଗଞ୍ଜେଇ ଚାଲାଣକାରୀ ଗିରଫ ।

75
ADVERTISEMENT

ଭଞ୍ଜନଗର,୧୭/୮(ଡ଼ି.ଏଚ ବ୍ୟୁରୋ):- ଗଂଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ଟିମ୍ ଫୁଲବାଣୀ ରାସ୍ତାର ନିଧିଆପଲ୍ଲୀ ଠାରେ ଯାଞ୍ଚ ବେଳେ ଗଞ୍ଜେଇ ଗାଡିକୁ ପିଛା କରି ଗଞ୍ଜେଇ ଗାଡି ସହ ଧକ୍କା ହୋଇଛି। ଏଥିରେ ଗାଡ଼ି ସହ ୮୩ କେଜି ଓଜନର ଗଞ୍ଜେଇ କରିଥିବାବେଳେ ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି । ସେମାନେ ହେଲେ ବିରେନ କୁମାର ତ୍ରିପାଠି ଏବଂ ଜୁନାସ ନାୟକ l

Advertisement