ADVERTISEMENT
Home ଆଞ୍ଚଳିକ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଖମଙ୍ଗ ଶାସନ ଗ୍ରାମରେ ମାଆକୁ ହାଣିଲା ପୁଅ।

ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଖମଙ୍ଗ ଶାସନ ଗ୍ରାମରେ ମାଆକୁ ହାଣିଲା ପୁଅ।

117
ADVERTISEMENT

ଭୁବନେଶ୍ୱର,୧୫/୮(ଡ଼ି.ଏଚ ବ୍ୟୁରୋ):-ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଖମଙ୍ଗ ଶାସନ ଗ୍ରାମରେ ମାଆକୁ ହାଣିଲା ପୁଅ। ଗୁରୁତର ମାଆ ସଞ୍ଜୁ ସ୍ଵାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଆକ୍ରମଣକାରୀ ପୁତ୍ର ବାଦଲକୁ କାବୁ କରିଛି |

Advertisement