ବିଷାକ୍ତ ସାପ କାମୁଡିବାରୁ ୪ମୃତ୍ୟୁ ।

105
ADVERTISEMENT

ବ୍ରହ୍ମପୁର,୧୪/୦୮(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଦୁର୍ଗମ ବୁରାତାଲ ପଞ୍ଚାୟତ ବିଲୁଗାଁରେ ବିଷାକ୍ତ ସାପ କାମୁଡିବାରୁ ମାଇଁ, ଭାଣିଜୀଙ୍କ ମୃତ୍ୟୁ । ମୃତକ ମାଇଁ ଦମୟନ୍ତୀ ଶବର ଓ ଭାଣିଜୀ ଲିମି କାର୍ଜି ରାତିରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡି ଥିଲା । ସେହିଭଳି କେନ୍ଦୁଝର ଜିଲା ଘଷିପୁରା ବ୍ଲକ ରାଧିକାଦେଇପୁରରେ ରାତିରେ ଶୋଇଥିବା ବେଳେ ସାପ କାମୁଡିବାରୁ ମାଆ ଓ ପୁଅର ମୃତ୍ୟୁ ହୋଇଛି ।

Advertisement