Thursday, September 3, 2026
ADVERTISEMENT
Home ଆଞ୍ଚଳିକ ଭାରସାମ୍ୟ ହରାଇ ଟ୍ରଲରକୁ ପିଟିଲା ଗୋ ମାଂସ ଭର୍ତି କାର୍।

ଭାରସାମ୍ୟ ହରାଇ ଟ୍ରଲରକୁ ପିଟିଲା ଗୋ ମାଂସ ଭର୍ତି କାର୍।

90
ADVERTISEMENT

ସୁନ୍ଦରଗଡ,୧୩/୮(ଡ଼ି.ଏଚ ବ୍ୟୁରୋ):-ସନ୍ଦରଗଡ ଜିଲ୍ଲା ବଡ଼ଗାଁ ଥାନା ବିଜୁ ଏକ୍ସପ୍ରେସ ୱେର ଜାମବାହାଲ ନିକଟରେ ଭାରସାମ୍ୟ ହରାଇ ଟ୍ରଲରକୁ ପିଟିଲା ଗୋ ମାଂସ ଭର୍ତି କାର୍। ଦୁର୍ଘଟଣାରେ ଚାଳକର ମୃତ୍ୟୁ ଘଟିଥିବାବେଳେ କାରଟି ରାଉରକେଲାରୁ ସମ୍ବଲପୁରକୁ ଗୋ ମାଂସ ଚାଲାଣ କରୁଥିଲା। ଏବଂ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisement