Thursday, September 3, 2026
ADVERTISEMENT
Home ଆଞ୍ଚଳିକ ମୁଖ୍ୟମନ୍ତ୍ରୀଙ୍କ ବସ ସେବାର ବସ ଡ଼୍ରାଇଭରଙ୍କୁ ଆକ୍ରମଣ l

ମୁଖ୍ୟମନ୍ତ୍ରୀଙ୍କ ବସ ସେବାର ବସ ଡ଼୍ରାଇଭରଙ୍କୁ ଆକ୍ରମଣ l

116
ADVERTISEMENT

କୁକୁଡ଼ାଖଣ୍ଡି,୧୩/୮(ଇ ରଞ୍ଜନ ):- କୁକୁଡ଼ାଖଣ୍ଡି ବ୍ଲକ ରୁ ଜଗଦଳପୁର ଲୋଚାପଡ଼ା ହୁଗୁଳlପଟା ରେଗିଡି ଛକ ଦୈନିକ ଯାତ୍ରୀ ନେଇ ଚଳପ୍ରଚଳ କରୁଥିବା ମୁଖ୍ୟମନ୍ତ୍ରୀ ବସ କୁ ମଙ୍ଗଳବର ଅପରାହ୍ନ ରେ କୁକୁଡ଼ାଖଣ୍ଡି ରୁ ରେଗିଡି ଯାତ୍ରୀ ନେଇ ଫେରୁଥିବା ବେଳେ ଜଗଦଳ ପୁର ଜନିବିଲ ପ୍ରକଳ୍ପ ନିକଟରେ କିଛି ଅସାମାଜିକ ହରିଜନ ଯୁବକ ଗାଡ଼ି କୁ ଅଟକାଇବା ସହ ଡ଼୍ରାଇଭରଙ୍କୁ ଅସଭ୍ୟ ଭାଷା ରେ ଗାଳି ସହ ଆକ୍ରମଣ କରିଥିବା ବ ଡ଼୍ରାଇଭର ରାଜେନ୍ଦ୍ର ଦାସ ଥାନା ରେ ଅଭିଯୋଗ କରିଥିବା ସୂଚନା ମିଳିଛି l ପରେ ନିମଖଣ୍ଡିଥାନା ପୁଲିସ୍ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରିବା ସହ କିଛି ଯୁବକଙ୍କୁ ଅଟକ ରଖିଥିବା ଜାଣିବା କୁ ମିଳିଛି l

Advertisement