ସ୍କୁଟି ଉପରେ ଚଢିଗଲା ଟ୍ରକ,ସ୍ୱାମୀଙ୍କର ମୃତ୍ୟୁ ।

55
ADVERTISEMENT

ଭୁବନେଶ୍ୱର,୧୧/୮(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱର ଉପକଣ୍ଠ ଗଙ୍ଗପଡ଼ା ଛକ ନିକଟରେ ସ୍କୁଟି ଉପରେ ଚଢିଗଲା ଟ୍ରକ ।ଯାହାଫଳରେ ସ୍କୁଟି ଚଳାଉଥିବା ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଦୁଇ ବର୍ଷର ପୁଅ ଗୁରୁତର ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ଏବଂ ଇନ୍ଫୋଭ୍ୟାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisement