Thursday, September 3, 2026
ADVERTISEMENT
Home ଆଞ୍ଚଳିକ ଆଜି କଂଗ୍ରେସ ବଳଙ୍ଗାରେ ନାରୀ ନ୍ୟାୟ ପଦଯାତ୍ରା କରିବ।

ଆଜି କଂଗ୍ରେସ ବଳଙ୍ଗାରେ ନାରୀ ନ୍ୟାୟ ପଦଯାତ୍ରା କରିବ।

87
ADVERTISEMENT

ବଳଙ୍ଗା ,୧୦/୮(ଡ଼ି.ଏଚ ବ୍ୟୁରୋ):-ବଳଙ୍ଗା ନାବାଳିକା ମୃତ୍ୟୁକୁ ନେଇ ଆଜି କଂଗ୍ରେସ ବଳଙ୍ଗାରେ ନାରୀ ନ୍ୟାୟ ପଦଯାତ୍ରା କରିବ। ରାଜ୍ୟର ସମସ୍ତ ଅଞ୍ଚଳରେ ଘଟୁଥିବା ନାରୀ ନିର୍ଯାତନା ପ୍ରତିବାଦରେ ପୂର୍ବାହ୍ଣ ୯ଟାରୁ ବାୟାବାର ପୋଡ଼ି ଘଟଣାସ୍ଥଳରୁ ପଦଯାତ୍ରା ଆରମ୍ଭ ହୋଇ ନିମାପଡ଼ାରେ ପହଞ୍ଚିବ। ଏବଂ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ ।

Advertisement