ବ୍ରହ୍ମପୁର-ସାହାରା ନାମକ ଏକ ଘରୋଇ ନର୍ସିଂ ହୋମ୍କୁ ସିଲ୍ କଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ।

53
ADVERTISEMENT

ବ୍ରହ୍ମପୁର,୦୯/୮(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତାରେ ବେଆଇନ୍ ଭାବେ ଚାଲିଥିବା ସାହାରା ନାମକ ଏକ ଘରୋଇ ନର୍ସିଂ ହୋମ୍କୁ ସିଲ୍ କଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ତେବେ ବିନା କାଗଜପତ୍ରରେ କିଭଳି ଏତେ ଦିନ ହେଲା ନର୍ସିଂ ହୋମ୍ ଚାଲିଥିଲା । ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Advertisement