ଭରସାମ୍ୟ ହରାଇ କେନାଲ ମଧ୍ୟକୁ ଓଲଟିଲା ଜଗନ୍ନାଥ ନାମକ ଯାତ୍ରୀବାହୀ ବସ୍ ।

66
ADVERTISEMENT

କାମାକ୍ଷାନଗର,୦୮/୮(ଡ଼ି.ଏଚ ବ୍ୟୁରୋ):-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତୁମୁସିଂହା ଥାନା ଅଂଚଳରେ ଭରସାମ୍ୟ ହରାଇ କେନାଲ ମଧ୍ୟକୁ ଓଲଟିଲା ଜଗନ୍ନାଥ ନାମକ ଯାତ୍ରୀବାହୀ ବସ୍ । ଏଥିରେ କୋଡିଏ ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇ ଅଁଳାବେରେଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ଥିବାବେଳେ ସମସ୍ତ ପରଜଙ୍ଗ କୁମୁସୀ ଗ୍ରାମରୁ ଭୁବନେଶ୍ୱର ଅଭିମୁଖେ ଯାଉଥି6ଲ ।

Advertisement