ସ୍ବାମୀ, ସ୍ତ୍ରୀ ଓ ଝିଅ ଉପରେ ମାଡିଗଲା କଣ୍ଟେନର,ଘଟଣା ସ୍ଥଳରେ ୩ଜଣକର ମୃତ୍ୟୁ।

60
ADVERTISEMENT

ତେଲକୋଇ,o୬/୮(ଡ଼ି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନଂ ଜାତୀୟ ରାଜପଥ ଜଗମୋହନପୁରରେ ସ୍ବାମୀ, ସ୍ତ୍ରୀ ଓ ଝିଅ ଉପରେ ମାଡିଗଲା କଣ୍ଟେନର। ଘଟଣା ସ୍ଥଳରେ ୩ଜଣକର ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ସମସ୍ତ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବାହାଡାପଶି ଗ୍ରାମର ବୋଲି ସୂଚନା ।

Advertisement