ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ୫ମ ଲାଇନ୍ ରେ ଦୁବୃର୍ତ୍ତଙ୍କ ଗୁଳିକାଣ୍ଡ ।

66
Criminal, thief, robber guy with a handgun.
ADVERTISEMENT

ବ୍ରହ୍ମପୁର,o୬/୮(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ୫ମ ଲାଇନ୍ ରେ ଦୁବୃର୍ତ୍ତଙ୍କ ଗୁଳିକାଣ୍ଡ । ଦୁବୃର୍ତ୍ତମାନେ ଏକ କାର୍ ରେ ଆସି ଏସ୍. ବାଳକ୍ରିଷ୍ଣା ଆଚାରୀ ନାମକ ଜଣେ ବ୍ୟକ୍ତିଙ୍କ ଉପରକୁ ଗୁଳିମାଡ଼ କରି ଫେରାର । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର:ଏମ୍ କେ ସିଜିରେ ଭର୍ତ୍ତି କରାଯାଇଛି। କିନ୍ତୁ ବ୍ୟବସାୟୀଙ୍କ ଶତ୍ରୁତାରୁ ଏଭଳି ଗୁଳିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।

Advertisement