ବାଲେଶ୍ୱର,୦୫/୮(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅଧୀନ ଦୁଡ଼ପଳ ଗାଁ ନିକଟରେ ଜଣେ ଯୁବକଙ୍କ ଠାରୁ ୨ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । ଏନେଇ ଯୁବକ ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଯୁବକ ଜଣକ ବ୍ୟାଙ୍କକୁ ୨ ଲକ୍ଷ ଟଙ୍କା ଡିପୋଜିଟ୍ କରିବାକୁ ଆସିଥିବାବେଳେ ଇ-କେଓ୍ବାଇସି ଅସୁବିଧା ଥିବାରୁ ଟଙ୍କା ଜମା କରି ନ ପାରି ଘରକୁ ଫେରୁଥିଲେ ।



















