ବ୍ରହ୍ମପୁର,o୪/୮(ଡ଼ି.ଏଚ ବ୍ୟୁରୋ):-ଆନ୍ଧ୍ରପ୍ରଦେଶ ପଥର ଖାଦାନ ବିସ୍ଫୋରଣ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୮କୁ ବଢିଲା । ପୂର୍ବରୁ ଦିଗପହଣ୍ଡିର ୪ ଜଣ ଓ ମୋହନାର ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେପୁଣି ଧରାକୋଟ ବ୍ଳକର ୨ ଜଣଙ୍କର ମୃତ୍ୟୁ ଘଟିଛି । ଏବଂ ୧୦ରୁ ଅଧିକ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା ରହିଛି।
















