ଆଞ୍ଚଳିକରାଜ୍ୟ ଜେଲ୍ ଗଲେ OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ବୋର୍ଡ ଉପସଭାପତି ନିହାର ମହାନ୍ତି। By Dunia Halchal - August 4, 2025 65 Share FacebookXPinterestWhatsApp ADVERTISEMENT କଟକ,o୪/୮(ଡ଼ି.ଏଚ ବ୍ୟୁରୋ):-ଜେଲ୍ ଗଲେ OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ବୋର୍ଡ ଉପସଭାପତି ନିହାର ମହାନ୍ତି। ରବିବାର ତାଙ୍କୁ କଟକ ଜେଏମ୍ଏଫ୍ସି କୋର୍ଟ ୩ରେ ହଜାର କରାଯାଇଥିଲା। ଏବଂଶୁଣାଣି ସମୟରେ କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଥିଲେ। ଫଳରେ ତାଙ୍କୁ ଚୌଦ୍ଵାର ଜେଲ୍କୁ ପଠାଇଦିଆଯାଇଛି। Advertisement