ଭୁବନେଶ୍ୱର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶୀ ଗଞ୍ଜେଇ ଜବତ ।

50
ADVERTISEMENT

ଭୁବନେଶ୍ୱର ,o୩/୮(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶୀ ଗଞ୍ଜେଇ ଜବତ । ଥାଇଲାଣ୍ଡରୁ ଇଣ୍ଡିଗୋ ଫ୍ଲାଇଟରେ ଅହମ୍ମଦାବାଦରୁ ଜଣେ ବ୍ୟକ୍ତି ଆସୁଥିବା ବେଳେ ତାଙ୍କ ପାଖରୁ ଡିଆରଆଇ ଏହି ଗଞ୍ଜେଇ ଜବତ କରିଛି।ଏବଂ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୮କୋଟି ଟଙ୍କା ହେବ ବୋଲି ସୂଚନା ।

Advertisement