ମୋହନାରେ ଗୁଣି ସନ୍ଦେହରେ ଯୁବକକୁ ହତ୍ୟା କରି ହରଭଙ୍ଗୀ ଡ୍ୟାମ୍ ରେ ଫିଙ୍ଗିଦେଲେ ଗ୍ରାମବାସୀ ।

71
ADVERTISEMENT

ମୋହନା,o୩/୮(ଡ଼ି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ମୋହନାରେ ଗୁଣି ସନ୍ଦେହରେ ଯୁବକକୁ ହତ୍ୟା କରି ହରଭଙ୍ଗୀ ଡ୍ୟାମ୍ ରେ ଫିଙ୍ଗିଦେଲେ ଗ୍ରାମବାସୀ । ମୃତକ ମୋହନା ରlଚlଗୁଡା ଗାଁର ଗୋପାଳ ମଳିକ ହୋଇଥିବାବେଳେ ମୋହନା ଏବଂ ଅଡବା ଥାନା ପୋଲିସ ଉକ୍ତ ଘଟଣାରେ ସଂପୃକ୍ତ ରlଚlଗୁଡା ଓ ଗୁଞ୍ଜିମା ଗାଁର ୧୪ଜଣକୁ ଅଟକ ରଖି ପଚରା ଉଚରା ଜାରି କରୁଛି l

Advertisement