Thursday, September 3, 2026
ADVERTISEMENT
Home ଆଞ୍ଚଳିକ ୨୪୧୫ ଲିଟର ଦେଶୀ ମଦ ଏବଂ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ୨୨୬୪୫ ଲିଟର ଗୁଡ...

୨୪୧୫ ଲିଟର ଦେଶୀ ମଦ ଏବଂ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ୨୨୬୪୫ ଲିଟର ଗୁଡ ପୋଚ ନଷ୍ଟ।

79
ADVERTISEMENT

ଆଠଗଡ,o୩/୮(ଡ଼ି.ଏଚ ବ୍ୟୁରୋ):-କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରେ ଅବକାରୀ ବିଭାଗର ଚଡାଉ ବେଳେ ୧୫ରୁ ଅଧିକ ବେଆଇନ ମଦଭାଟିଗୁଡିକୁ ଭଙ୍ଗାଯାଇଛି। ଏଥି ସହିତ ଜଙ୍ଗଲ ମଧ୍ୟରେ ଶହ ଶହ ପ୍ଲାଷ୍ଟିକ ଜାରକିନରେ ଲୁଚାଇ ରଖାଯାଇଥିବା ୨୪୧୫ ଲିଟର ଦେଶୀ ମଦ ଏବଂ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ୨୨୬୪୫ ଲିଟର ଗୁଡ ପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଛି।

Advertisement