ଭିଜିଲାନ୍ସ ଜାଲରେ ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦା।

70
ADVERTISEMENT

ବୌଦ୍ଧ,o୩/୮(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ମୟୂରଭଞ୍ଜର ବାରିପଦା, ବୌଦ୍ଧ ଓ ଭୁବନେଶ୍ବରରେ ଥିବା ଘର, ଅଫିସ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି କରିଛି ଭିଜିଲାନ୍ସ ବିଭାଗ ।

Advertisement