ଟ୍ରକ୍ ର ପଛକୁ ପିଟିଲା ଓଏସ୍ଏପି ଯବାନଙ୍କ ନେଇ ଯାଉଥିବା ଭ୍ୟାନ୍ ।

55
ADVERTISEMENT

ଅନୁଗୁଳ,୦୨/୮(ଡ଼ି.ଏଚ ବ୍ୟୁରୋ):-ଅନୁଗୁଳ ୫୫ନ ଜାତୀୟ ରାଜପଥ ଜରପଡା ନିକଟରେ ଟ୍ରକ୍ ର ପଛକୁ ପିଟିଲା ଓଏସ୍ଏପି ଯବାନଙ୍କ ନେଇ ଯାଉଥିବା ଭ୍ୟାନ୍ । ଏଥିରେ ୧୩ଜଣ ଯବାନଙ୍କ ମଧ୍ୟରୁ ୭ଜଣ ଆହତ ହୋଇଥିବାବେଳେ ୭ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।ଏବଂ ଉକ୍ତ ଯବାନଙ୍କ ଗାଡି ଟି ଝାରସୁଗୁଡାରୁ ଭୁବନେଶ୍ୱର ଯାଉଥିଲା ।

Advertisement