ବ୍ରହ୍ମପୁର,୦୨/୮(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁରରେ ପୁଲିସର ଏନକାଉଣ୍ଟର। ସ୍ଥାନୀୟ ପୀତାତଳି-ଚିକିଟି ରାସ୍ତାରେ ଗୋଳନ୍ଥରା ପୁଲିସର ଏନକାଉଣ୍ଟର ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହକ ଆହତ ହୋଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି । ସୁନୀଲ ନାଁରେ ହତ୍ୟା, ରାହାଜାନି, ବୋମାମାଡ ଆଦି ମାମଲାରେ ବିଭିନ୍ନ ଥାନାରେ ୨୦ଟି ମାମଲା ରହିଛି ।

















