Friday, September 4, 2026
ADVERTISEMENT
Home ଆଞ୍ଚଳିକ ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧୀନ ବଡ଼ ନୂଆଗାଁରେ ପତ୍ନୀ ଓ ଶାଶୂଙ୍କୁ ପଥରରେ ଛେଚି...

ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧୀନ ବଡ଼ ନୂଆଗାଁରେ ପତ୍ନୀ ଓ ଶାଶୂଙ୍କୁ ପଥରରେ ଛେଚି ହତ୍ୟାକଲା ସ୍ବାମୀ।

71
ADVERTISEMENT

ମୟୁରଭଞ୍ଜ,୩୦/୭(ଡ଼ି.ଏଚ ବ୍ୟୁରୋ):-ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧୀନ ବଡ଼ ନୂଆଗାଁରେ ପାରିବାରିକ ବିବାଦ କାରଣରୁ ପତ୍ନୀ ଓ ଶାଶୂଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ଘର ନିକଟ ଲେମ୍ବୁ ବଗିଚାରେ ଶବ ପୋତି ଦେଇଥିଲା ଅଭିଯୁକ୍ତ ସ୍ବାମୀ। ଫଳରେ ୧୪ ଦିନ ପରେ ୨ ଗଳିତ ଶବ ମାଟି ତଳୁ ଉଦ୍ଧାର ହୋଇଥିବାବେଳେ ଅଭିଯୁକ୍ତ ସ୍ବାମୀକୁ ପୁଲିସ ଗିରଫ କରିଛି।

Advertisement