ଚାକିରି କରାଇ ଦେବାକୁ କହି ଠକି ନେଲେ ୧୮ ଲକ୍ଷ ଟଙ୍କା ।

58
ADVERTISEMENT

କେନ୍ଦ୍ରାପଡ଼ା,୩୦/୭(ଡ଼ି.ଏଚ ବ୍ୟୁରୋ):-କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ କେତେକ ଯୁବକ ଯୁବତୀଙ୍କୁ କଟକ ବଡ଼ ଡାକ୍ତରଖାନାରେ କିରାଣି ସମେତ ବିଭିନ୍ନ ପଦରେ ଚାକିରି କରାଇ ଦେବାକୁ କହି ଠକି ନେଲେ ୧୮ ଲକ୍ଷ ଟଙ୍କା । ଉକ୍ତ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ସେମାନେ ହେଲେ କଟକ ଜିଲା ନିଶ୍ଚିନ୍ତକୋଇଲି ପଶ୍ଚିମଖଣ୍ଡ ଅଞ୍ଚଳର ବିଭୂ ପ୍ରସାଦ ଓଝା ଓ ଭୁବନେଶ୍ୱର ବରମୁଣ୍ଡା ହାଉସିଂ କଲୋନୀର ସୌମ୍ୟରଞ୍ଜନ ନାୟକ।

Advertisement