୪୮୦ ବୋତଲ ନିଶା କଫ ସିରପ ଜବତ ସହ ଜଣେ ଯୁବକ ଗିରଫ ।

75
ADVERTISEMENT

ସମ୍ବଲପୁର,୨୧/୭(ଡ଼ି.ଏଚ ବ୍ୟୁରୋ):-ସମ୍ବଲପୁର ବରେଇପାଲି ଥାନା ଅନ୍ତର୍ଗତ ରାନୀବନ୍ଧ ପଡ଼ା ଅଞ୍ଚଳରେ ପୁଲିସର ଚଢ଼ଉ ବେଳେ ୪୮୦ ବୋତଲ ନିଶା କଫ ସିରପ ଜବତ ସହ ଜଣେ ଯୁବକ ଗିରଫ । ଯୁବକ ଜଣ ଏକ ମୋଟର ସାଇକେଲରେ ବେଆଇନ ଭାବରେ ନିଶା କଫ ସିରପ ରଖି ଅନ୍ୟତ୍ର ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ମାଡି ବସି ଥିଲା।

Advertisement