Uncategorizedଆଞ୍ଚଳିକଭଦ୍ରକ ଷଣ୍ଢ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ l By Dunia Halchal - July 12, 2025 68 Share FacebookTwitterPinterestWhatsApp ADVERTISEMENT ଭଦ୍ରକ,୧୨।୦୭(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ଜିଲା ବାସୁଦେବପୁର ଥାନା ବ୍ରାହ୍ମଣଗାଁ ପଞ୍ଚୟତ ଚଣ୍ଡିଆ ଗାଁରେ ଅଘଟଣ। ଷଣ୍ଢ ଆକ୍ରମଣରେ ଜଣମହିଳାଙ୍କର ମୃତ୍ୟୁ ଘଟିଥିବା ଵେଳେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ମହିଳା ଜଣକ ଶୌଚ ହେବାକୁ ଯାଇଥିବା ବେଳେ ଷଣ୍ଢ ହାବୁଡ଼ରେ ପଡିଥିଲେ। Advertisement