ସମ୍ବଲପୁର,୧୨।୦୭(ଡ଼ି.ଏଚ ବ୍ୟୁରୋ):-ସମ୍ବଲପୁର ଟାଉନ ଥାନା ପୋଲିସ ପକ୍ଷରୁ ସ୍ଥାନୀୟ ସାହୁ କଲୋନୀ ଠାରେ ଚଢ଼ଉ ବେଳେ ବିପୁଳ ନିଶା କଫ ସିରପ ଜବତ l ଏଥି ସହ ଜଣେ ମହିଳାଙ୍କ ସମେତ ୬ ଗିରଫ ହୋଇଥିବାବେଳେ ସେମାନଙ୍କ ନିକଟରୁ ପୁଲିସ ୧୨ ଶହ ୫୫ ଟି ନିଶା କଫ ସିରପ, ୧୬ ଶହ ଟଙ୍କା ଓ ୨ଟି ମୋବାଇଲ ଫୋନ ଜବତ କରିଛି ।

















